#ରାଜ୍ୟ_ସରକାର_ଚାହୁଁ_ନାହାନ୍ତି_ଓଡ଼ିଶାରେ_ହେଉ_ହାଇକୋର୍ଟ_ବେଞ୍ଚ
ତା ନ ହୋଇଥିଲେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ବାରମ୍ବାର ଚିଠି ପରେ ବି ଏଯାଏଁ ସ୍ଥାନ ସ୍ଥିର କରି ଜଣାଉନାହାନ୍ତି ରାଜ୍ୟ ସରକାର । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ସଂସଦରେ ଅଣତାରକା ପ୍ରଶ୍ନର ଉତ୍ତରରୁ ଆଜି ଏହା ପୁଣି ଥରେ ସ୍ପଷ୍ଟ ହୋଇଛି...।
#ArgusNews #OdishaGovt #HighCourtBench #UnionLawMinister #KirenRijiju #Odisha