#ନକଲି_ଡାକ୍ତର_କୁ_ନେଇ_ହାଇକୋର୍ଟ_କ୍ଷୁବ୍ଧ
#ସବୁ_ଡାକ୍ତରଙ୍କ_ସାର୍ଟିଫିକେଟ_ଯାଞ୍ଚ_ପାଇଁ_ସରକାରଙ୍କୁ_ନିର୍ଦ୍ଦେଶ
ରାଜ୍ୟ ରେ ସ୍ବାସ୍ଥ୍ୟ ବିଭାଗର ବିକଳ ଚିତ୍ର। ରୋଗୀ ଦେଖୁଥିବା ୫୧ ପ୍ରତିଶତ ଡାକ୍ତର ଙ୍କର ନାହିଁ ଉପଯୁକ୍ତ ପ୍ରମାଣ ପତ୍ର । ରାୟଗଡା , ମାଲକାନଗିରି, ଗଞ୍ଜାମ, ମୟୁରଭଞ୍ଜ ଭଳି ଜିଲ୍ଲାରେ ସ୍ଥିତି ସଙ୍ଗିନ।
#ArgusNews #FakeDoctor #HighCourt #Odisha