#ଲୋୟର_ପିଏମଜିରେ_ପ୍ରତିବାଦ !
ହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ ଆଳରେ ଜୀବିକା ଛଡ଼ାଇ ନେବା ଏବଂ ଜୋରିମାନା ପାଇଁ ସାଧାରଣ ଜନତା ଙ୍କ ଉପରେ ଜୁଲମ କରିବା ବିରୋଧରେ ପ୍ରତିବାଦ କରିଛନ୍ତି ଅଲ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାର୍କସ୍ ଆସୋସିଏସନ୍
#Bhubaneswar #LowerPMG #strike #highSecurity #ArgusNews #Odisha