ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପ୍ରସଙ୍ଗ। ଅଭାବନୀୟ ପରିସ୍ଥିତି ଅନୁଧ୍ୟାନ ପାଇଁ ସମ୍ବଲପୁର ଗସ୍ତରେ ବିଜେପି ପ୍ରତିନିଧି ଟିମ୍। ବିଜେପି ପ୍ରତିନିଧି ଦଳରେ ଅଛନ୍ତି 5 ସାଂସଦ ଓ 7 ବିଧାୟକ। ବିଜେପିର ସାଂସଦ ବିଧାୟକଙ୍କୁ ନେଇ ଗଠିତ ଏହି ଟିମ୍ ଗିରଫ ଓକିଲ, ଓକିଲ ସଂଘର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବ।
#ArgusNews #BJPTeam #Sambalpur #HighcourtBench #Sambalpur #Odisha