#ବିସ୍ଥାପିତଙ୍କ_ସପକ୍ଷରେ_ହାଇକୋର୍ଟଙ୍କ_ବଡ଼_ରାୟ
କ୍ଷତିପୂରଣ ଦିଅ, ନଚେତ ଦରମା ବନ୍ଦ । ଅନୁଗୁଳ ଜିଲ୍ଲାପାଳଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ । 60ବର୍ଷ ତଳେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିଲେ 118 ପରିବାର ।
#ArgusNews #HighCourt #landlesspeople #Angul #govtproject #acquired #verdict #Odisha