ବିଜେପି ନେତା ହିମାଂଶୁ ମେହେରଙ୍କୁ ଥାନାରେ ଅଟକ ରଖାଯାଇଛି। ଅନ୍ୟପଟେ ପ୍ରକୃତରେ ବିଜେଡିର ଯେଉଁମାନେ ଟଙ୍କା ବାଣ୍ଟୁଥିଲେ ତାଙ୍କୁ ପୋଲିସ୍ ଘର ଭିତରେ କବାଟ ଦେଇ ଆତିଥ୍ୟ ପ୍ରଦାନ କରୁଛି..।
#ArgusNews #BigBreaking #padampur #padampurbypoll #HimanshuMeher #police #padampurbyelection #Odisha