#ଇଂଲଣ୍ଡର_ଜନଗଣନା_ରିପୋର୍ଟରୁ_ହେଲା_ଖୁଲାସା
ଇଂଲଣ୍ଡ ଓ ୱେଲ୍ସରେ ଅନ୍ୟ ଧର୍ମ ତୁଳନାରେ ହିନ୍ଦୁ ସବୁଠାରୁ ଅଧିକ ସୁସ୍ଥ ଓ ଯୋଗ୍ୟ । ୨୦୨୧ ମସିହାରେ ମୋଟ ଜନସଂଖ୍ୟାର ୮୨ ପ୍ରତିଶତ ତୁଳନାରେ ୮୭.୮ ପ୍ରତିଶତ ହିନ୍ଦୁ ମାନଙ୍କର ସ୍ୱାସ୍ଥ୍ୟ ଖୁବ ଭଲ କିମ୍ବା ଭଲ ଥିଲା ।
#ArgusNews #Hindus #healthiest #Englandreport #GoodHealth #National