ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି । ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ମୋଟ ୩୪ଟି ଗେଟ୍ ଖୋଲାଯାଇଛି । ବାମ ପାର୍ଶ୍ବରେ ୨୬ଟି ଗେଟ ଓ ଡାହାଣ ପାର୍ଶ୍ବରେ 8 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।
#Sambalpur #Hirakuddam #gateopened #heavyrainfall #waterlevel #Odisha #ArgusNews