ଓଡିଶାକୁ ମାଡି ଆସୁଛି ମହାବିପଦ, ଶୁଖିଯିବ ଓଡିଶାର ଜୀବନରେଖା !
ରାଜନୀତି ଏବଂ ଟ୍ରିବ୍ୟୁନାଲ୍ର ଚକ୍କର୍ ଭିତରେ ସାଂଘାତିକ ପ୍ରତାରଣା !
କମୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ପ୍ରଭାବିତ ହୋଇପାରେ ଜଳ ବିଦ୍ୟୁତ ଉତ୍ପାଦନ ..ଶୁଖିଲା ପଡ଼ିଲାଣି ଈବ ନଦୀ ଓ ମହାନଦୀ ।ଆଗାମୀ ଦିନରେ ଓଡିଶା ବାସୀ ଭୋଗିବେ ଭୀଷଣ ଜଳକଷ୍ଟ । ଦେଖିବା ଅର୍ଗସ ନିଉଜର ଗ୍ରାଉଣ୍ଡ ରିପୋର୍ଟ
#ArgusNews #Hirakud #Dam #Mahanadi #WaterLevel #OdishaGovt #Odisha