ଉତ୍କର୍ଷ କଳାର କ୍ଷେତ୍ର ଆମ ଉତ୍କଳ ଭୂମି। ଏବେ ବି ଏଠାରେ ହଜାର ହଜାର ବର୍ଷ ତଳର ଐତିହ୍ୟ ଜାଜୁଲ୍ୟମାନ ଅବସ୍ଥାରେ ବିରାଜମାନ କରୁଛି। କିନ୍ତୁ ରକ୍ଷଣବେକ୍ଷଣ ଦିଗରେ କ୍ରମାଗତ ଅବହେଳା ଏହି ଐତିହ୍ୟଗୁଡ଼ିକର ଅସ୍ତିତ୍ବ ପ୍ରତି ଆଣିଦେଇଛି ବିପଦ। ସେହିଭଳି ଚରମ ଅବହେଳାର ଶୀକାର ହୋଇ ଅସ୍ତିତ୍ବ ହରାଇବାକୁ ବସିଥିବା ସମ୍ବଲପୁର ଜିଲ୍ଲାର ଏକ ୬୦୦ ବର୍ଷ ପୁରୁଣା ଦେଉଳର କାହାଣୀ ।
#Heritage #culture #worshiped #maintenance #Sambalpur #Odisha #ArgusNews