ଜଙ୍ଗଲ ଜାତ ଦ୍ରବ୍ୟ ପାଲଟିଛି ପରିବାର ପ୍ରତିପୋଷଣ ର ସହାରା ଅର୍ଥାଭାବ ଯୋଗୁଁ ଅଷ୍ଟମ ଶ୍ରେଣୀ ରୁ ପାଠ ଛାଡିଲେ ଭଙ୍ଗା କୁଢ଼ିଆ ରେ ବିତୁଛି ଜୀବନ ଏ ହେଉଛି ଓଡିଶା ସବ ଜୁନିଅର ହକି ଟିମର ଡିଫେଣ୍ଡର ଅନ୍ତର୍ଜାତୀୟ ଖେଳାଳି ସାବିତ୍ରୀ ଏକ୍କା ଙ୍କ କାହାଣୀ
#ArgusNews #Rourkela #hockey #hockeyplayer #Odisha