ଓଡିଶାରେ ହକି ଫିଭର୍। ପାଖେଇ ଆସୁଛି 2023 ପୁରଷ ବିଶ୍ବକପ୍ ହକି। ଆଜି ଓଡିଶାରେ ପହଁଞ୍ଚିବ ଭାରତୀୟ ଟିମ୍। ଆସନ୍ତାକାଲିଠୁ ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିବ ପ୍ରାକ୍ଟିସ। ଖେଳାଳିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ଶେଷ।
#ArgusNews #HockeyWorldCup #hockey #hockeyworldcup2023 #indiateam #Odisha