#ୱେଲସ_ପରେ_ଏବେ_ଟିମ_ଇଣ୍ଡିଆ_ପାଇଁ_କ୍ଵିୱି_ଚ୍ୟାଲେଞ୍ଜ
#କ୍ବାର୍ଟରଫାଇନାଲ_ଖେଳିବାକୁ_ଶେଷ_ସୁଯୋଗ
ଆଉ କିଛି ସମୟ ପରେ କଳିଙ୍ଗରେ ନ୍ୟୁଜଲାଣ୍ଡ ବିପକ୍ଷରେ କ୍ରସ ଓଭର ଖେଳିବାକୁ ଯାଉଛି ଭାରତ। ଏହି ମ୍ୟାଚ ଜିତି କ୍ଵାଟର ଫାଇନାଲରେ ପହଂଚିବା ଲକ୍ଷରେ ପଡିଆକୁ ଓଲ୍ହାଇବେ ହରମନପ୍ରୀତ ଆଣ୍ଡ କୋ ।
#ArgusNews #HockeyWorldCup2023 #IndiaTeam #NewZealand #quarterfinals #matches #Odisha #Bhubaneswar