#ଦୀପ_ତଳ_ଅନ୍ଧାର
#ପିଲାଙ୍କୁ_ଖେଳ_ଶିଖାଉଥିବା_ମଣିଷଟି_ଏବେ_ଭଙ୍ଗା_ଘରେ
କିନ୍ତୁ ସେହି ହକିର ଗଡ଼ରେ ଖେଳାଳିଙ୍କ ଠାରୁ ଆରମ୍ଭ କରି କୋଚ୍ ପର୍ଯ୍ୟନ୍ତ । ଅବସ୍ଥା ଏବେ କହିଲେ ନ ସରେ । ଲଗାତାର ଭାବେ ଖେଳାଳିଙ୍କ ଦୁରାବସ୍ଥାକୁ ନେଇ ଆମେ ଖବର ପ୍ରସାରଣ କରି ଆସୁଥିବା ବେଳେ ଆଜି ଜଣେ ଅବହେଳିତ କୋଚଙ୍କ କାହାଣୀକୁ ନେଇ ଦେଖିବା ଆମର ସ୍ବତନ୍ତ୍ର ଉପସ୍ଥାପନା ଦୀପ ତଳ ଅନ୍ଧାର ।
#ArgusNews #HockeyWorldCup2023 #Sundargarh #players #OdishaGovt #neglect #Odisha