#ରାତି_ପାହିଲେ_ରଙ୍ଗର_ପର୍ବ_ହୋଲି
ପିଲାଙ୍କଠୁ ବୟସ୍କ ବ୍ୟକ୍ତି, ରଙ୍ଗରେ ରଙ୍ଗୀନ ହେବାକୁ ସମସ୍ତେ ପ୍ରସ୍ତୁତ । କିଏ ଅଭିର ମାରି ରଙ୍ଗ ଖେଳିବାକୁ ପ୍ରସ୍ତୁତ ହେଉଛି ତ ଆଉ କିଏ ହର୍ବାଲ ରଙ୍ଗରେ ରଙ୍ଗୀନ ହେବାକୁ ନିଜକୁ କରୁଛନ୍ତି ପ୍ରସ୍ତୁତ । ହାତରେ ଆଉ କମ ସମୟ ଥିବାରୁ ଦୋକାନରେ ଗ୍ରାହକଙ୍କ ଭିଡ଼ । ଦୁଇ ବର୍ଷ ପରେ ବେପାର ହେଉଥିବାରୁ ବ୍ୟବସାୟୀ ବି ଖୁସ ।
#Holi #holifestival #holiday2022 #Bhubaneswar #holishop #Odisha #ArgusNews