#ଋତୁରାଜ_ବସନ୍ତର_ଆଗମନରେ_ରଙ୍ଗୀନ_ଧରା
#ଦୋଳ_ପୂର୍ଣ୍ଣିମାନ_ଉତ୍ସବମୁଖର_ଗାଁରୁ_ସହର
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, କାଲି ହୋଲି । ଗାଁ ଗାଁରେ ରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳଗୋବିନ୍ଦ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି, ଅନୁଷ୍ଠିତ ହୋଇଛି ଶ୍ରୀଜୀଉଙ୍କ ସୁନାବେଶ ।
#ArgusNews #Holi #HoliFestival #Celebrate #ShreeMandira #JayJagannath #SunaBesha #Odisha