ରାଜଧାନୀ ରେ ଘରେ ପଶି ଡକାୟତି। ୧୫ ଲକ୍ଷ ଟଙ୍କା ଗହଣା ଲୁଟିନେଲା ଡକାୟତ ଦଳ। ଧଉଳି ଥାନା ନୂଆଗାଁ ର ବଳରାମ ବିହାର ରେ ଘଟିଛି ଘଟଣା। ଡକାୟତି କରି ଫେରାର ହେଉଥିବା ବେଳେ ସିସିଟିଭି ରେ କଏଦ ହେଲା ଡକାୟତ ଦଳର ଚିତ୍ର।
#Bhubaneswar #robbery #cctvfootage #Odisha #ArgusNews