#ଘରୋଇ_ଶିକ୍ଷକରୁ_ସଫଳ_ଛତୁଚାଷୀ
ଦିନେ ପରିବାର ପୋଷିବା ପାଇଁ ତାଙ୍କୁ ଗୁଜୁରାଟ ଯିବାକୁ ହୋଇଥିଲା । ସେଠାରେ ଏକ ଘରୋଇ଼ ସ୍କୁଲରେ ଶିକ୍ଷକତା କରି ଜୀବିକା ନିର୍ବାହ କରୁଥିଲେ କଳାହାଣ୍ଡି କଲାମପୁର ବ୍ଲକ ବଙ୍କାପାଲା ଗାଁର ପରମେଶ୍ଵର କୁମାର । ସାତବର୍ଷ କାମ କରିବା ପରେ ଫେରିଥିଲେ ଗାଁକୁ । କରୋନା ସମୟରେ କୃଷିରୁ ଜୀବିକା ପାଇଁ ଇଛା କରି ଆରମ୍ଭ କରିଥିଲେ ଛତୁଚାଷ । ଏବେ ନିଜେ ଏଥିରୁ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ୪ ଜଣଙ୍କୁ ଦେଇଛନ୍ତି ନିଯୁକ୍ତି ।
#teacher #agriculture #farming #Mushroom #Kalahandi #Odisha #ArgusNews