#ଯୁଦ୍ଧ_ଜାହାଜରେ_ରୋଗୀ_ସେବା
କେବଳ ଯୁଦ୍ଧରେ ପାରଙ୍ଗମ ନୁହଁନ୍ତି ସେମାନେ, ସେମାନେ ସ୍ବାସ୍ଥ୍ୟ ସେବାରେ ମଧ୍ୟ ବେଶ ସିଦ୍ଧହସ୍ତ। ଅଥଳ ଜଳ ରାଶିରେ ସୁ ସୁ ଗର୍ଜନ କରୁଥିବା ଘଡିଆଳ ଏବେ ଆସିଛି ସ୍ବାସ୍ଥ୍ୟସେବା ପାଇଁ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ସାଧାରଣ ଲୋକ ପାଉଛନ୍ତି ଚିକିତ୍ସା ସୁବିଧା।
#ArgusNews #Jagatsinghpur #PatientTreatment #battleship #Paradeep #Odisha