ରାଜଧାନୀ ବାସୀଙ୍କ ଆବଶ୍ୟକତାକୁ ନଜରରେ ରଖି ରାଜଧାନୀ ଭୁବନେଶ୍ୱରର ପଟିଆ ଛକରେ ଖୋଲିଲା salt କିଚେନ ଆଣ୍ଡ ଲଙ୍ଗ । ଏଠାରେ ସମସ୍ତ ପ୍ରକାର ନିରାମିଷ ଖାଦ୍ୟ ଲୋକଙ୍କ ପକେଟ ସୁହାଇବା ଭଳି ମୂଲ୍ୟରେ ଉପଲବ୍ଧ ହେବା ସହ ପରିବାର ଲୋକଙ୍କ ପାଇଁ ବିଶେଷ ବ୍ୟବସ୍ଥା ରହିଛି ବୋଲି ହୋଟେଲ କର୍ତ୍ତୁପକ୍ଷ କହିଛନ୍ତି
#Bhubaneswar #hotelopening #salthotel #Patia #ArgusNews