ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ କାଳ ବୈଶାଖୀର ତାଣ୍ଡବ ଆଉ ମୁଣ୍ଡ ଗୁଞ୍ଜି ରହିବା ପାଇଁ କେବଳ ପଲିଥିନ ହିଁ ଏକ ମାତ୍ର ସାହା ଭରସା। ରାଜ୍ୟରେ ଏମିତି ବଞ୍ଚୁଛନ୍ତି ଗରିବ ହିତାଧିକାରୀ। ଏବେସୁଦ୍ଧା ସେମାନଙ୍କୁ ନା ଆବାସ ଯୋଜନାରେ ଘର ଖଣ୍ଡେ ମିଳିଛି ନା ଅନ୍ୟ କୌଣସି ସହାୟତା
#Mayurbhanj #AbasYojana #Odisha #ArgusNews