#ବଜେଟରେ_ମହିଳାଙ୍କୁ_ଫୋକସ
#ନିର୍ବାଚନୀ_କାର୍ଡ_ନା_ବିକାଶ_ଚିନ୍ତା ?
ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ୨୦୨୨ - ୨୩ର ପୂର୍ଣ୍ଣାଙ୍ଗ ବଜେଟରେ ଫୋକସରେ ରହିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ଏଥିପାଇଁ ବ୍ୟୟବରାଦ ହୋଇଥିବା ୩ ହଜାର ୫୬୭ କୋଟି ମଧ୍ୟରୁ କେବଳ ମିଶନ ଶକ୍ତି ପାଇଁ ରହିଛି ୨ ହଜାର କୋଟି ଟଙ୍କା।
#MissionShakti #Women #Budget #odisha #ArgusNews