#ଚନ୍ଦ୍ର_ଓ_ମଙ୍ଗଳରେ_କେମିତି_ତିଆରି_ହେବ_ଘର?
#ଇସ୍ରୋ_ବୈଜ୍ଞାନିକଙ୍କୁ_ମିଳିଲା_ସଫଳତା
ଏଣିକି ପୂରଣ ହେବ ଚନ୍ଦ୍ର ଓ ମଙ୍ଗଳରେ ଘର ଚିଆରି କରିବାର ସ୍ଵପ୍ନ। ଏ ଦିଗରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଏବଂ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ସାଇନ୍ସ ବୈଜ୍ଞାନିକଙ୍କୁ ମିଳିଛି ସଫଳତା। ସେମାନେ ମହାକାଶ ଇଟା ବା ସ୍ପେସ ବ୍ରିକ୍ସ ନିର୍ମାଣ କରିଛନ୍ତି।
#ISRO #indianinstituteofscience #moon #Mars #spacebricks #scientist #ArgusNews