#କେମିତି_ହେବ_ଯୁକ୍ତ_2_ପରୀକ୍ଷା ?
#ଅସହଯୋଗ_ପାଇଁ_ଅଧ୍ୟାପକଙ୍କ_ଚେତାବନୀ
ହାତରେ ଆଉ ଗୋଟିଏ ଦିନ। ମାର୍ଚ୍ଚ ପହିଲାରେ ଯୁକ୍ତ ଦୁଇ ପରୀକ୍ଷା। ହବ୍ ଗୁଡ଼ିକରେ ପହଞ୍ଚି ସାରିଛି ପ୍ରଶ୍ନପତ୍ର। ତେବେ
ଯେଉଁମାନେ ପରୀକ୍ଷା ପରିଚାଳନା କରିବେ ସେମାନେ ବସିଛନ୍ତି ରାଜଧାନୀ ରାଜରାସ୍ତାରେ।
#ArgusNews #TeacherProtest #examination #Bhubaneswar #Odisha