ମାନବ ସମାଜ ତିଷ୍ଟି ରହିବା ପାଇଁ ପରିବେଶ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ।ତେଣୁ ପ୍ରତିଟି ବ୍ୟକ୍ତିକୁ ନିଜେ ନିରୋଗରେ ରହିବା ପାଇଁ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ତେଣୁ ଜାତିସଙ୍ଘ ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁନ୍ 5 ତାରିଖକୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ଯଦି ମାନବ ସମାଜ ପରିବେଶ ସୁରକ୍ଷା ପ୍ରତି ଆଜିଠୁ ଯତ୍ନ ନ ହୁଏ ତେବେ ଦିନେ ପରିବେଶ ତା'ର ସନ୍ତୁଳନ ହରାଇ ବସିବ ।
#environment #WorldEnvironmentDay #saveenvironment #UnitedNations #Odisha #ArgusNews