ଜଗନ୍ନାଥ ଭଜନ ବୋଲିବେ ନାହିଁ କହି ବିବାଦରେ ହ୍ୟୁମାନ ସାଗର। ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଦେଲେ ଧମକ । ଥାନାରେ ପହଞ୍ଚିଲା ମାମଲା । ସାଗର ସଙ୍ଗମର ମାଲିକ ମହମ୍ମଦ ଅବିଦ ଓରଫ ବବୁଲଙ୍କ ନାମରେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କଲେ ସଙ୍ଗୀତ ନିର୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ
#fir #HumanSagar #Singer #JagannathBhajan #Debasishmallick #Kharvelanagarpolicestation #ArgusNews