#କଣ୍ଠଶିଳ୍ପୀ_ହ୍ୟୁମାନ_ସାଗରଙ୍କ_ଅଡୁଆ_ବଢିଲା
#ଘରୋଇ_ହିଂସା_ଅଭିଯୋଗ_ଆଣିଲେ_ପତ୍ନୀ
ଏନେଇ ସେ ଡିସିପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅନ୍ୟପଟେ ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ ପାଇଁ କହିଛନ୍ତି ଡିସିପି । ଆସନ୍ତାକାଲି ଥାନାରେ ହାଜର ହେବାକୁ ଉଭୟଙ୍କୁ କୁହାହୋଇଛି ।
#ArgusNews #HumaneSagar #Controvercy #Wife #familyissues #familydispute #Bhubaneswar #fir #Odisha