#ମାଗଣାରେ_ଦମନ_ମୁଭି_ଦେଖିବେ_ଶତାଧିକ_ଆଦିବାସୀ_ଛାତ୍ରଛାତ୍ରୀ।
ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କୁ ସଂଘର୍ଷ,ସଫଳତା ,ପ୍ରେରଣା ଦେବାକୁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଗଞ୍ଜାମ ଦିଗପହଣ୍ଡି ବ୍ଲକ ସମାଜସେବୀ ପ୍ରଫୁଲ ପ୍ରଧାନ।ଏସବୁ ଭିତରେ ପିଲାଙ୍କ ନିକଟରେ ପହଞ୍ଚିଛନ୍ତି ବ୍ରହ୍ମପୁରର ଲୋକ ପ୍ରତିନିଧି ଗଣ।
#ArgusNews #DamanMovie #Students #Ganjam #Odisha