ସ୍ୱାମୀ ଙ୍କ ଘର ଆଗରେ ଧାରଣା ଦେଇଥିଲେ ସ୍ତ୍ରୀ ।ପେଟରେ 7ମାସର ଗର୍ଭ।ଠିକ ରେ ବସି ପାରୁନି କି ଚାଲିପାରୁନଥିଲେ। ଏଭଳି ସ୍ଥିତିରେ ସ୍ତ୍ରୀ ର ହାତ ଛାଡ଼ିଦେଇଥିଲେ ସ୍ୱାମୀ। ଆଜି ସବୁ ବିବାଦର ଅନ୍ତ ଘଟିଛି । ଗର୍ଭବତୀ ମହିଳାଙ୍କୁ ଆପଣେଇଲେ ସ୍ୱାମୀ ।
#Bhubaneswar #dumduma #pregnant #wife #protest #casesolved #odisha #ArgusNews