ଅଗ୍ନିକୁ ସାଖୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁହେଁ । ସାତ ଜନ୍ମ ସାଙ୍ଗରେ ବଞ୍ଚିବା ପାଇଁ ଦୁହେଁ ଶପଥ ନେଇଥିଲେ । ବେଦିର ନିଆଁରୁ ଜୁଇର ନିଆଁ, ସବୁଠି ଥିଲେ ସାଙ୍ଗରେ ।