ଏମାନେ କଳା ପାହାଡ଼ କଳା ପାହାଡ଼ ପରି ଶାସନ କରୁଛନ୍ତି ଏମାନଙ୍କୁ ମୁ ଅଭିଶାପ ଦେଉଛି ଯେଉଁ ମାନେ ଏଥିରେ ଲିପ୍ତ ଅଛନ୍ତି ସେମାନଙ୍କ ପରିବାରରେ ନା ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ରହିବ, ନା ଭାଇ ଭଉଣୀ ନା ମା ବାପା ସବୁ ସମ୍ପର୍କ ଭାଙ୍ଗିବ ଯେଉଁ ମାନେ ଏଠାକୁ ଆଙ୍ଗୁଠି ଦେଖାଇଛନ୍ତି ସେମାଙ୍କ ଆଙ୍ଗୁଳି ସବୁ ଦିନ ପାଇଁ ବଙ୍କା ହୋଇ ଯିବ: ପୂଜକ...।
#Bhubaneswar #tarinitemple #eviction #Kalapahada #odisha #ArgusNews