ଖେଳ ଅଭ୍ୟାସ ରୋକି କୁକୁର ବୁଲାଇବା ପଡ଼ିଲା ମହଙ୍ଗା । କେନ୍ଦ୍ର ଗୃହ ମନ୍ତ୍ରାଳୟର ଦୃଢ କାର୍ଯ୍ୟାନୁଷ୍ଠାନ । IAS ଦମ୍ପତ୍ତିଙ୍କୁ ଲଦାଖ ଓ ଅରୁଣାଞ୍ଚଳ ବଦଳି । ସନ୍ଧ୍ୟା ୬.୩୦ ସୁଦ୍ଧା ଟ୍ରେନିଂ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ IAS ସଞ୍ଜୀବ ଖିରୱା ।
#IASCouple #Dog #transferred #ladakh #National #ArgusNews