ଫିକି ଏବଂ ଆଦିତ୍ୟ ବିର୍ଲା ସିଏସ୍ଆର୍ ସେଣ୍ଟର ଫର ଏକ୍ସିଲେନ୍ସର ମିଳିତ ଆନୁକୁଲ୍ୟରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ( ବିଆଇପିଏଫ୍ ) ଦ୍ଵାରା ଆଇଡିଏଟ୍ର ୧୧ତମ ଅଧିବେସନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ‘ ପାରାଡେଳିମ୍ ସିଫ୍ ଇନ୍ ଏଜୁକେସନ୍ ଲ୍ୟାଣ୍ଟ୍ସ୍କେପ – ବ୍ଲେଣ୍ଡେଡ୍ ପେଡାଗୋଜୀ ” ବିଷୟକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା....।
#ArgusNews #IDEATE #AdityaBirla #Bhubaneswar #Odisha