#ନକଲି_ଶିକ୍ଷକ_ଚିହ୍ନଟ
ମୟୂରଭଞ୍ଜ ଶୁଳିଆପଦା ବ୍ଲକ ଅନ୍ତର୍ଗତ କାଠଶୀର୍ଷ ବିଦ୍ୟାଳୟରେ ମନୋରଞ୍ଜନ ପାତ୍ର ନକଲି ସାର୍ଟିଫିକେଟ ଦେଇ ୧୬ ବର୍ଷ ଚାକିରି କରିସାରିଲେଣି । ସାର୍ଟିଫିକେଟ ନକଲି ବୋଲି ଗତବର୍ଷ ଜୁଲାଇ ମାସରୁ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଇଓ ମାଳତୀ ଟୁଡୁଙ୍କ ଅବଗତ କରାଇ ଦିଆଯାଇଛି। ମାତ୍ର ଏବେ ଯାଏ ନକଲି ଶିକ୍ଷକଙ୍କ ବିରୁଦ୍ଧରେ ହୋଇନି କାର୍ଯ୍ୟାନୁଷ୍ଠାନ ।
#mayurbhanj #Suliapada #Duplicateteacher #fakecertificate #ArgusNews #Odisha