#ଧୋକା_ଧୋକା_ଧୋକା
#କୋଟି_କୋଟି_ଓଡ଼ିଆଙ୍କ_ଭାବାବେଗ_ସହିତ_ଭୟଙ୍କର_ଖେଳ
ହେଲେ ଅସୁରକ୍ଷିତ ଥିବା ରତ୍ନଭଣ୍ଡାର ଖୋଲିବା ନେଇ ସରକାର କି ଶ୍ରୀ ମନ୍ଦିର ପ୍ରଶାସନ ଦେଖାଇଲେ ନାହିଁ ଆନ୍ତରିକତା। ମଙ୍ଗଳବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠିଲାନି ରତ୍ନଭଣ୍ଡାର ପ୍ରସଙ୍ଗ । ବଡ଼ଠାକୁରଙ୍କ ରତ୍ନଭଣ୍ଡାରକୁ ବଡ ବିପଦ
#Ratnabhandar #JagannathTemple #Puri #Odisha #ArgusNews