#ଭୂଗୋଳ_ବହି_କହୁଛି_ମାଛକୁଣ୍ଡ_ଆନ୍ଧ୍ରପ୍ରଦେଶର !
#ବାଡ଼_ଯଦି_କ୍ଷେତ_ଖାଏ_ଦୋଷ_ଦେବା_କାହାକୁ ?
କୋଟିଆ ପରେ, ଏବେ ମାଛକୁଣ୍ଡ ବି ଆନ୍ଧ୍ରର୍ । ଭୁଲ ପାଠ ପଢୁଛନ୍ତି ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ଭୁଲ । ଥରେ ନଜର ପକାନ୍ତୁ ଦଶମ ଶ୍ରେଣୀ ଭୂଗୋଳ ବହିର ୬୯ ପୃଷ୍ଠାକୁ ।
#AndhraPradesh #OdishaBook #10thBook #OdishaGovt #ArgusNews