#ଘର_କିଣିବାକୁ_ଚାହୁଁଛନ୍ତି_କି ?
#ସତର୍କ_ନହେଲେ_ଧୂଳିସାତ_ହୋଇଯାଇପାରେ_ଆପଣଙ୍କ_ସ୍ବପ୍ନର_ଘର
ସମସ୍ତଙ୍କ ମନରେ ସ୍ବପ୍ନଥାଏ, ଘରଟିଏ କରିବା। ଏଥିପାଇଁ ସମସ୍ତେ ଜୀବନ କଷ୍ଟ ଉପାର୍ଜିତ ପୁଞ୍ଜି ଲଗାଇ ଦିଅନ୍ତି। କିନ୍ତୁ ବିଭିନ୍ନ ସମୟରେ ଜାଲ୍ କାଗଜପତ୍ର ଦେଖି ଠକାମିର ଶିକାର ହୋଇଥାନ୍ତି ଅନେକ । ପଇସା ଚାଲିଯାଏ, ଆଉ ଅଧୁରା ରହିଯାଏ ଆପଣଙ୍କ ଘରର ସ୍ବପ୍ନ।
#Apartment #House #Fraud #odisha #ArgusNews