ପାକିସ୍ଥାନରେ ପାଠ ପଢିଥିଲେ ବା ଡିଗ୍ରୀ ହାସଲ କରିଥିବା ଭାରତୀୟ ଛାତ୍ରଙ୍କୁ ଭାରତରେ ଚାକିରି ଦିଆଯିବ ନାହିଁ । ଏନେଇ ଭାରତର ଉଚ୍ଚଶିକ୍ଷା-ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଏବଂ ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (AICTE) ଶୁକ୍ରବାର ଏକ ମିଳିତ ଆଡଭାଇଜାରୀ ଜାରି କରିଛନ୍ତି ।
#pakistan #study #indianstudents #nojob #aicte #UGC #india #ArgusNews