ଦୁର୍ଗମ ଅଞ୍ଚଳରେ ଝୁଣ୍ଟୁଛି ବିକାଶ। ମୟୁରଭଞ୍ଜରେ ମାଙ୍କଡିଆ ଜନଜାତିଙ୍କୁ ଅଣଦେଖା। ମୈଳିକ ସୁବିଧାରୁ ବଞ୍ଚିତ ଲୋକେ ଛାଡୁଛନ୍ତି ହିନ୍ଦୁଧର୍ମ। ଶ୍ୟାମାଖୁଣ୍ଟା ବ୍ଲକ ଆମ୍ବଡାଳି ଗାଁରୁ ଦେଖନ୍ତୁ ଏହି ରିପୋର୍ଟ।
#mayurbhanj #rural #development #inaccessible #tribe #neglected #facility #hinduism #OdishaNews #ArgusNews #Odisha