ପରିବା ବ୍ୟାଗରୁ ମିଳିଲା କୋଟି କୋଟି ଟଙ୍କା
ଖାଲି ଟଙ୍କା ନୁହେଁ ସାଙ୍ଗରେ ଥିଲା ସୁନା ବିସ୍କୁଟ
ପୋଲିସ ଆଖିରୁ ବର୍ତ୍ତିବାକୁ ଠକଙ୍କ ନୂଆ ତରିକା । ଟ୍ୟାକ୍ସ ଫାଙ୍କି ବେଆଇନ୍ ସୁନା କାରବାରରୁ ଠୁଳ କରୁଛନ୍ତି କୋଟି କୋଟି ଟଙ୍କା । ଏ ଦୃଶ୍ୟ ହେଉଛି, ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ନିକଟର।
#vegetablebag #goldbiscuits #illegal #Berhampur #investigating #smuggling #croresofrupees #ArgusNews