#ବେଆଇନ_ଭାବେ_ଚାଲିଛି_କରତକଳ_ଜାଣିଶୁଣି_ନିରବ_ଦ୍ରଷ୍ଟା_ସାଜିଛି_ବନବିଭାଗ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଖୁଲମ ଖୁଲା ବେଧଡ଼କ ଭାବେ ଚାଲିଛି କରତ କଳ । କେହୁଠି ସ୍କୁଲ ଆଗରେ ତ କେହୁଠି ଗ୍ରାମ ମଝିରେ ବନବିଭାଗ କର୍ମଚାରୀ ଙ୍କ ମିଲିଭଗତ ରେ ମାଫିଆ ଚଳାଇଛନ୍ତି କରତ କଳ । ଏଠି ଅଭିଯୋଗ କଲେବି କେହି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ବେଳେ ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଉପରେ ଜନତା ଉଠାଇଲେଣି ପ୍ରଶ୍ନ ।
#Ganjam #Kabisuryanagar #illegally #Sawmill #Odisha #ArgusNews