ଦିନ ଦ୍ଵିପ୍ରହରରେ ବେଆଇନ ଭାବେ ହେଉଥିଲା ପଥର ଲୁଟ୍
କ୍ୟାମେରା ପଡିବା ମାତ୍ରେ ଯିଏ ଯୁଆଡେ ପାରିଲେ ଚାଲିଲେ । ଖଣି ଲୁଟି ମାଲେ ମାଲ ହେଉଛନ୍ତି ଖଣି ମାଫିଆ । ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଲୁଣୀବେରା ପାହାଡରେ କୋଟି କୋଟି ଟଙ୍କାର ରାଜସ୍ଵ ଲୁଟୁଛନ୍ତି ଗଙ୍ଗାଧର ଓ ରଙ୍ଗାଧର ।
#illegalmining #miningmafia #miningloot #MiningScam #Jajpur #Odisha #ArgusNews