ବାଲେଶ୍ବରରେ ଧର୍ମାନ୍ତରୀକରଣର ମାୟାଜାଲ
ଅନ୍ଧ ବିଶ୍ବାସ ମାଧ୍ୟମରେ ନିରୀହ ଆଦିବାସୀଙ୍କୁ ଠକୁଛନ୍ତି ପାଦ୍ରୀ
ଅର୍ଥର ପ୍ରଲୋଭନ ଓ ରୋଗ ଭଲ ହେଇଯିବ କହି ବଦଳାଇ ଦେଉଛନ୍ତି ଧର୍ମ । ଆଦିବାସୀଙ୍କୁ ପ୍ରତାରିତ ବେଆଇନ ଭାବେ କରୁଛନ୍ତି ଧର୍ମାନ୍ତରୀକରଣ । ସବୁ ଜାଣି ବି ଚୂପ୍ ପୋଲିସ-ପ୍ରଶାସନ ।
#conversion #missionary #christianity #Tribal #Balasore #illegallyconverted #ArgusNews