#ଆଉ_ଜଣେ_ବରପୁତ୍ରଙ୍କୁ_ହରାଇଲା_ଓଡ଼ିଶା।
#ଦିନେ_କୋଭିଡ_ଲଢେଇରେ_ଥିଲେ_ପ୍ରମୁଖ_ଯୋଦ୍ଧା।
କୋଭିଡ ନିୟନ୍ତ୍ରଣ ପ୍ଲାନିଂରେ ଥିଲା ତାଙ୍କର ଅତୁଳନୀୟ ଅବଦାନ। ସିଏ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ତଥା ବୈଜ୍ଞାନିକ ପଦ୍ମଶ୍ରୀ ଅଜୟ ପରିଡା।
#Jajpur #dharmasala #ILS #AjayParida #Odisha #ArgusNews