ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ମର ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ସେଠାରେ ତାଙ୍କ ପରିବାରବର୍ଗଙ୍କ ସହ ଅଲ୍ ଇଣ୍ଡିଆ ଲାଇଫ୍ ସାଇନ୍ସର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିମାନ ବନ୍ଦରରୁ ତାଙ୍କ ମର ଶରୀରକୁ ଅଫିସ୍କୁ ନିଆଯାଇଛି।
#ILSDirector #AjayParida #passedaway #Guwahati #bhubaneswar #ArgusNews