#ସୁପ୍ରିମକୋର୍ଟଙ୍କ_ଗୁରୁତ୍ବପୂର୍ଣ୍ଣ_ନିର୍ଦ୍ଦେଶ
#ଓଡିଶା_ବିଶ୍ଵବିଦ୍ୟାଳୟ_ସଂଶୋଧନ_ଅଧିନିୟମ_ସ୍ଥଗିତ
ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଓଡିଶା ହାଇକୋର୍ଟଙ୍କ ଏହି ଆଇନ ବୈଧତା ନେଇ ରାୟକୁ ୯୦ଦିନ ପାଇଁ ସ୍ଥଗିତ ରଖିବା ସହ ୮ ସପ୍ତାହରେ ଉତ୍ତର ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
#Odisha #odishauniversity #amendmentact #stayorder #HighCourt #SupremeCourt #ArgusNews