#ବ୍ରାହ୍ମଣ_ହାତୁ_ଚଣ୍ଡାଳ_ଛଡ଼ାଇ_ଖାଇବ
ଜଗନ୍ନାଥ ସଂସ୍କୃତିରେ ସାମାଜିକ ଭେଦଭାବର କୌଣସି ଗୁରୁତ୍ବ ନାହିଁ
ଏଠି ଜାତିଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ସମାନ
ମହାପ୍ରସାଦ ହେଉଛି ଏହାର ସବୁଠୁ ବଡ଼ ଉଦାହରଣ
ଶ୍ରୀୟା ଚଣ୍ଡାଳୁଣୀ ଉପାଖ୍ୟାନ ସମାନତାର ବାର୍ତ୍ତା ପ୍ରଚାର କରିଥାଏ
#ArgusSpecial #jagannathStory #Odisha #ArgusNews