କଳାହାଣ୍ଡି ଜିଲ୍ଲାନେ ଦୂର୍ ନାଇଁ ହେବାର୍ ଦାଦନ ଦୁଃଖ । ଜୁନାଗଡ ବ୍ଲକ ଆଟିଗାଁ ପଞ୍ଚାୟତ ବାସିନ୍ଦା ମିଚାଗାଁର । ଧର୍ମାନନ୍ଦ ଦୂର୍ଗା ୨ ହଜାର ଟଙ୍କାରେ ନିଜ ରାସନକାର୍ଡ ବନ୍ଧା ପକାଇ । ତାମିଲନାଡୁକେ ଦାଦନ ଖଟବାକେ ଯିବା ଖବର ଚର୍ଚ୍ଚା ଲାଗି ରହିଛି ।
#ArgusNews #Labour #RationCard #Kalahandi #Odisha