#ଓଡ଼ିଶାରେ_ଏଣିକି_ଏଟିଏମରୁ_ମିଳିବ_ଚାଉଳ
ବିଧାନସଭାରେ ଗୃହୀତ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ।ଏହି ଦାବି ଆଲୋଚନା ବେଳେ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶଷ୍ୟ ମିଳିବ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏନି ଟାଇମ ଗ୍ରେନ ବ୍ୟବସ୍ଥା କରାଯାଉଛି।
#Bhubaneswar #assembly #AtanuSabyasachiNayak #AnyTimeGrain #odisha #ArgusNews