#ପଦମପୁରରେ_ବିଜେଡିକୁ_ଘାରିଛି_ହାରିବାର_ଭୟ
#୨୫_ବର୍ଷରେ_ଯେଉଁ_କାମ_ପ୍ରଶାସନ_କରିପାରିନଥିଲା_ତାହା_ଏବେ_କେଇ_ଘଣ୍ଟାରେ_ଶେଷ_ହେଉଛି
#ବାହାଘର_ବେଳେ_ବାଇଗଣ_ରୁଆ_ଭଳି_କାମକରି_ଏବେ_ଚର୍ଚ୍ଚାରେ_ବିଜେଡି
ଇଏ ହେଉଛି ପଦ୍ମପୁର ନିର୍ବାଚନ ମଣ୍ଡଳୀର କନସିଆ ପଞ୍ଚାୟତ ଚଣ୍ଡିପାଲ ଗାଁ । ଦୀର୍ଘଦିନ ଧରି ଏହି ଗାଁରେ ଷ୍ଟ୍ରିଟ ଲାଇଟ ନଥିବା ନେଇ ଦାବି କରାଯାଇଥିଲେ ବି ଶୁଣୁନଥିଲା ପ୍ରଶାସନ । ଏବେ ନିର୍ବାଚନ ପାଖେଇ ଆସିବାରୁ ତରବରିଆ ଭାବେ ଗାଁରେ ଲାଇଟ ଲଗା ଯାଉଛି ।
#ByElection #padampur #electricity #bjd #politics #ArgusNews